28 ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟ ପାଇଁ 196 ଟି ପଦବିକୁ ମଞ୍ଜୁରୀ

ରାଜ୍ୟରେ 28 ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟ ପାଇଁ 28 ଟି ସବଇନ୍ସପେକ୍ଟର ଏବଂ 168 ଟି କନଷ୍ଟେବଳ ପଦବୀକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି l

ପ୍ରତ୍ୟେକଣ ଆଉଟପୋଷ୍ଟରେ ଜଣେ ଲେଖାଏଁ ସବଇନ୍ସପେକ୍ଟର ଏବଂ 6 ଜଣ କନଷ୍ଟେବଳ ନିଯୁକ୍ତି ପାଇବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes