26 ପାଣି ପାଇପ ଚୋର ଓ ଦୁଇ ଦୋକାନୀ ଗିରଫ

ଗତ ମାସ 16 ତାରିଖରେ ସମ୍ବଲପୁର ଜିଲ୍ଲାର ଆମଲିପାଣି କ୍ୟାମ୍ପରୁ 550 ଟି ପାଣି ପାଇପ ଚୋରି ହେବା ଘଟଣାରେ ପୁଲିସ ତଦନ୍ତ କରି 26 ଜଣ ଚୋର ଏବଂ 2 ଚୋରି ସାମଗ୍ରୀ କିଣୁଥିବା ଦୁଇଜଣ ଦୋକାନୀଙ୍କୁ ଗିରଫ କରିଛି l
ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, 3 ଟି ଟ୍ରକ, ଗୋଟିଏ ପିସ୍ତଲ ଏବଂ 40 ହଜାର ଟଙ୍କା ଜବତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes