24 ଟି ଘରୋଇ ପ୍ରାଥମିକ ସ୍କୁଲକୁ ମିଳିବ ଅନୁଦାନ

ରାଜ୍ୟର 24 ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ଅନୁଦାନ ପାଇଁ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି l ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ ଏବଂ 47 ଜଣ ଶିକ୍ଷକ ଉପକୃତ ହେବେ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes