24 ଘଣ୍ଟାରେ ପାଲଲହଡାରେ 28 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ପାଲଲହଡାରେ 28 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରେଙ୍ଗାଳିରେ 22.4 ଏବଂ ଆଠମଲ୍ଲିକରେ 20 ମିମି ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes