24 ଘଣ୍ଟାରେ ଗୋବିନ୍ଦପୁରରେ 28 ମିମି ବର୍ଷା

ଗତ 24 ଘଣ୍ଟାରେ ବାଲେଶ୍ୱର ଜିଲ୍ଲାର ଗୋବିନ୍ଦପୁର ଠାରେ 28 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରେମୁଣାରେ 8, ଜଳେଶ୍ୱରରେ 4, ଭୋଗରାଇରେ 3 ଏବଂ ବାଲେଶ୍ୱରରେ 1 ମିମି ବର୍ଷା ରେକର୍ଡ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes