24 ଘଣ୍ଟାରେ ନାକଟିଦେଉଳରେ 42 ମିମି ବର୍ଷା May 24, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ନାକଟିଦେଉଳରେ 42 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l