24 ଘଣ୍ଟାରେ ଥୁଆମୂଳ ରାମପୁରରେ 132 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ 132, ଗୋଲାମୁଣ୍ଡାରେ 118.4, କଲମପୁରରେ 92.4, କୋକସରାରେ 78 ଏବଂ ଜୁନାଗଡ଼ରେ 77 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes