24 ଘଣ୍ଟାରେ ଝରିଗାଁରେ ହୋଇଛି 58 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଝରିଗାଁରେ 58 ମିଲିମିଟର ବର୍ଷା ହୋଇଥିବା ବେଳେ ଉମରକୋଟରେ 55 ଏବଂ ରାଇଘରରେ 39 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version