24 ଘଣ୍ଟାରେ କୋମନାରେ 42 ମିମି ବର୍ଷା June 10, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ନୂଆପଡା ଜିଲ୍ଲାର କୋମନାରେ 42 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l