2023-24ର ବଜେଟ କ୍ୟାବିନେଟରେ ଅନୁମୋଦିତ

2023-24 ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ଚିଠା ବଜେଟକୁ ସୋମବାର ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି l ଚଳିତ ଥର ବଜେଟ ପରିମାଣ 2 ଲକ୍ଷ 30 ହଜାର କୋଟି ଛୁଇଁପାରେ ବୋଲି କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes