10 ଲକ୍ଷର ବ୍ରାଉନସୁଗର ସହ 5 ଗିରଫ

ରାଉରକେଲା ପୁଲିସ ଆଜି ପାଞ୍ଚ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 10 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି l
ଏଥିସହ ଏଲ କାର, ଏକ ବାଇକ ଏବଂ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି l ଏହି ବ୍ରାଉନସୁଗର ରାଞ୍ଚି କିମ୍ବା ପଶ୍ଚିମବଙ୍ଗରୁ ଅଣାଯାଇଥିବା କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes