ୱାର୍ଡ ୪୩ ବୁଲି ଲୋକଙ୍କ ସହିତ ଆଲୋଚନା କଲେ ମେୟର

ଆଜି ଭୁବନେଶ୍ୱରର ୱାର୍ଡ ନମ୍ବର ୪୩ ବୁଲି ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ବାସିନ୍ଦାଙ୍କ ସହ କଥାବାର୍ତ୍ତା କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes