ୱାର୍ଡ଼ ନମ୍ବର ୨୭ରେ ଡେ କେୟାର ସେଣ୍ଟର ଉଦଘାଟିତ

ଆଜି ଭୁବନେଶ୍ୱର ୱାର୍ଡ଼ ନମ୍ବର ୨୭ ଆଇଆରସି ଭିଲେଜଠାରେ ଏକ ଡେ କେୟାର ସେଣ୍ଟର ଉଦଘାଟିତ ହୋଇଛି।

ଏଥିରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉପସ୍ଥିତି ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes