୯ ବର୍ଷର ନାବାଳକକୁ ହତ୍ୟା ଅଭିଯୋଗରେ ଆଜୀବନ ଜେଲ

ହତ୍ୟାକାରୀ ଜିତନ ପୋଢକୁ ଆଜୀବନ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି।

କଣ୍ଟାବାଂଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏହୁବଦଣ୍ଡାଦେଶ ଦେଇଛନ୍ତି।୨୦୨୧ରେ ଜମିଜମା ବିବାଦରୁ ନାବାଳକକୁ ବିଲ ମଝିରେ ହତ୍ୟା କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes