୪୦ ଲକ୍ଷର ବ୍ରାଉନ୍ ସୁଗର ଜବତ

ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍ ବ୍ରାଉନ୍ ସୁଗର ଜବତ କରିବା ସହ ଏକ ବୋଲେରୋ ଗାଡ଼ି ଜବତ କରିଛି।

ଏହା ସହ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ବ୍ରାଉନ୍ ସୁଗର ବିହାରରୁ ଆଣୁଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes