ପଦ୍ମପୁରର ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସ ଥିବା ଜିଲ୍ଳା ବାହାର ଲୋକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ପଦ୍ମପୁର ଛାଡ଼ିବାକୁ ପ୍ରେସମିଟରେ ଅପିଲ୍ କରିଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ।
ଅପରାହ୍ନ ୪ଟା ପରେ ଜିଲ୍ଲା ପ୍ରଶାସନ ସବୁଠି ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜିଲ୍ଲାପାଳ କହିଛନ୍ତି।
Credible Local News of Odisha