୩ ଜଣଙ୍କ ନାମରେ ୱାଣ୍ଟେଡ଼ ଜାରି କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟ

ଚିଟଫଣ୍ଡ କମ୍ପାନୀ ୟିୱାର୍ଡ ଇଣ୍ଡିଷ୍ଟ୍ରିଜ ଲିମିଟେଡ଼ର ଫେରାର ୩ ଅଧିକାରୀଙ୍କ ନାମରେ ୱାଣ୍ଟେଡ଼ ଜାରି କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟ।

ତିନି ଜଣ ହେଲେ ସଞ୍ଜୟ କୁମାର ଦାସ, ଅଭିଜିତ ଚାଟାର୍ଜୀ ଓ ଚାନ୍ଦ ମୋହନ ଘୋଷ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes