୩ ଜଣଙ୍କ ଉପରେ ଝୁଣା ନିଆଁ ଫିଙ୍ଗିଲେ ମହିଳା

ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ରସାଳପୁର ଗାଁରେ ଏହି ଘଟଣା ଘଟିଛି।

ନିଜକୁ ଶୀତଳା ଠାକୁରାଣୀ କହି ପୂଜାପାଠ କରୁଥିବା ବେଳେ ଗାଁ ମୁଖିଆ, ଜଣେ ପୂଜକ ଓ ଅନ୍ୟ ଜଣେ ଯୁବକଙ୍କ ଉପରେ ନିଆଁ ଫିଙ୍ଗିଲେ ମହିଳା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes