୩୯ ଲକ୍ଷ ଟଙ୍କା ହେରଫେର ଘଟଣାରେ ୩ ଗିରଫ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସରେ ୩୯ ଲକ୍ଷ ଟଙ୍କା ହେରଫେର ଘଟଣାରେ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କ ଭିଣୋଇଙ୍କ ସମେତ ୩ ଜଣ ଗିରଫ ହୋଇଛନ୍ତି।

ଗତକାଲି ଭବାନୀପାଟଣା ଟାଉନ୍ ଥାନା ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes