୩ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ

୩ବର୍ଷ ୭ମାସ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଁ ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଆ ଝିଅ ଜିଷା ପଢ଼ିଆରୀ l ଅନବରତ ଶ୍ଳୋକ, ଜାତୀୟସ୍ତରର ସଙ୍ଗୀତ,ରାହିମ୍ସ ,ଅପୋଜିଟ ୱର୍ଡସ, ପଶୁପକ୍ଷୀଙ୍କ ନାମ, ଜାତୀୟସ୍ତରୀୟ ସିମ୍ବଲ୍ସ, ସାଧାରଣ ଜ୍ଞାନ ପରି ବିଭିନ୍ନ ପ୍ରଶ୍ନର ଯଥାଶୀଘ୍ର ଉତ୍ତର ରଖି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଜିସା l

ଉତ୍ତର ଭୁବନେଶ୍ୱର ଗଣ୍ଡରପୁରର ଚାଟାର୍ଡ ଆକାଉଣ୍ଟାଣ୍ଟ ଜଳେନ୍ଦ୍ର ପଢ଼ିଆରୀ ଓ ଜୟଶ୍ରୀ ସ୍ବାଇଁଙ୍କ ବଡ ଝିଅ ହେଉଛନ୍ତି ଜିସା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes