୩ଟି କଲରା ପତରିଆ ବାଘ ଛାଲ ଜବତ, ୩ ଗିରଫ

ଏସଟିଏଫ ଟିମ୍ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଚଢ଼ାଉ କରି ୩ଟି କଲରା ପତରିଆ ବାଘ ଛାଲ ଜବତ କରିବା ସହ ୩ ମାଫିଆକୁ ଗିରଫ କରିଛି।

ଗିରଫ ୩ ମାଫିଆ ଝାରସୁଗୁଡ଼ା, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ଚଢ଼ାଉରେ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ ସହାୟତା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes