୨ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ, ବିନା କାମରେ

ବିଧାୟକ ପାଣ୍ଠିରୁ ଟଙ୍କା ହଡ଼ପ ମାମଲାରେ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, ଅଶୋକ କରଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି।

୨୦୦୪-୦୫ ମାମଲାରେ କେନ୍ଦୁଝର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes