୨ ଟନ୍ ୨୧୫ କେଜି ଗଂଜେଇ ଜବତ

ଗଞ୍ଜାମ ଜିଲ୍ଲା ବଡ଼ପଦର ପଞ୍ଚାୟତ ସଙ୍ଗମାଗୁଡ଼ା ଗାଁ ଜଙ୍ଗଲରୁ ଜବତ ହୋଇଛି।

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes