୨ ଜଣଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ରାତ୍ରି ଦୁର୍ଯ୍ୟୋଧନ ସାହୁ ଓ ଜ୍ୟୋତି ରଞ୍ଜନ ସେଠୀଙ୍କ ଘର ଗ୍ରୀଲ ତାଡି ଓ କବାଟ ତାଡି ଦୁର୍ବୃତ୍ତ କଳା କନା ବୁଲାଇ ଦେଇଛନ୍ତି।

ଜ୍ୟୋତି ରଞ୍ଜନ ସାହୁଙ୍କ ୨ ହଳ କାନଫୁଲ,୪୦ ହଜାର ଟଙ୍କା ନଗଦ ୪୦ ହଜାର ଟଙ୍କା,ଗ୍ରାମର ଶିକ୍ଷକ ଦମ୍ପତି ଜ୍ୟୋତି ରଞ୍ଜନ ସେଠୀଙ୍କ ଘରୁ ୫ ଭରି ର ସୁନା ଅଳଙ୍କାର,୪ ଭରି ର ରୁପା ଅଳଙ୍କାର ସହ୧୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ମଦନ ମୋହନ ନାଏକ ,ଏସ ଆଇ ସୁଜାତା ମହାନ୍ତ ପହଞ୍ଚି ତଦନ୍ତ ଆରମ୍ଭ ତଦନ୍ତ ଜାରି ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes