୨୪ ପ୍ରହରୀ ନାମ ଯଜ୍ଞ ଉଦଯାପିତ

ସୋନପୁର ଜିଲ୍ଲା ବୀରମହାରାଜପୁର ପ୍ରସିଦ୍ଧ ଦୋଳ ମହୋତ୍ସବ ତଥା ୨୪ ପ୍ରହରୀ ନାମ ଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଲୋକ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes