୨୪୪ ଖବର କାଗଜ ହକରଙ୍କୁ ମିଳିଲା ପରିଚୟ ପତ୍ର

ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପଞ୍ଜୀକୃତ ଓ ଅନୁମୋଦିତ ହୋଇଥିବା ଖବର କାଗଜ ହକର ମାନଙ୍କୁ ଆଜି ପରିଚୟ ପତ୍ର କରାଯାଇଛି ।ଜିଲ୍ଲାର ପଞ୍ଜୀକୃତ ୨୪୪ ଜଣ ଖବର କାଗଜ ହକର୍ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି I

ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ମିନି କନଫରେନ୍ସ ହଲ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଏହି ପରିଚୟ ପତ୍ର ପ୍ରଦାନ କରିଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes