୨୦ କେଜି ଗଞ୍ଜେଇ ଜବତ; ଜଣେ ଗିରଫ

ଭୁବନେଶ୍ବର ରେଲୱେ ଷ୍ଟେସନରୁ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ଆରପିଏଫ କ୍ରାଇମବ୍ରାଞ୍ଚ।

ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଟ୍ରାଭେଲ ବ୍ୟାଗରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଖୋର୍ଦ୍ଧାରୁ ହରିଦ୍ବାର ଚାଲାଣ ହେଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes