୨ଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କରିବେ ଧର୍ମେନ୍ଦ୍ର

କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୁନ ୩୦ରେ ଦିନିକିଆ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ସେ ଏମସିଏଲ ଜଗନ୍ନାଥ କ୍ଷେତ୍ର, ଏବଂ ସୁଭଦ୍ରା କ୍ଷେତ୍ରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ,କେନ୍ଦ୍ରୀୟ ବିଦ୍ୟାଳୟ ଗୃହର ଭୂମିପୂଜନ କରିବାସହ ଦିନ ୧୦ଟାରେ ସାଉଥବଲଣ୍ଡା ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ l

ପବିତ୍ର ରଥଯାତ୍ରା ଉପଲକ୍ଷେ ତାଳଚେରବାସୀଙ୍କର ଦୀର୍ଘ ଦିନର ସ୍ବପ୍ନ ବାସ୍ତବ ରୂପ ନେବାପାଇଁ ଯାଉଛି ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes