୧ ରୁ ୭ ତାରିଖ ହେବ ସତ୍ୟ ପ୍ରସନ୍ନ ଦିବା ଓ ରାତ୍ର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଶଙ୍କର ସ୍ପର୍ଟିଂ କ୍ରିକେଟ ଏକାଡେମି ପକ୍ଷରୁ ଚିନ୍ମୟ ମେମୋରିଆଲ ଅଲ୍ଇଣ୍ଡିଆ ସତ୍ୟ ପ୍ରସନ୍ନ ଦିବା ଓ ରାତ୍ର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଳନ ଅବସରରେ ଆଜି ଏକ ପ୍ରେସମିଟ ସ୍ଥାନୀୟ କାଶଭି ଇଣ୍ଟରନ୍ୟାସନାଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ସୌମ୍ୟ ଶଙ୍କର ଚକ୍ର, ଦିପୁ ପଟ୍ଟନାୟକ, ଲାଲା ପତି, ସମୀର ମିଶ୍ର, ସଞ୍ଜୀବ ସାହୁ ଉପସ୍ଥିତ ରହି ଆସନ୍ତା ୧ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବା ପ୍ରତିଯୋଗିତା ଉପରେ କହିଥିଲେ। ସମୁଦାୟ ସାତଟି ବାହାର ସମେତ ରାଜ୍ୟର ପାଞ୍ଚଟି ଟିମ୍ ଭାଗ ନେବେ। ୨୮ରେ ଟ୍ରଫି ଉନ୍ମୋଚନ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes