୧୫ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ନୂଆଁପାଲି ଗ୍ରାମର ଲଛମନ ବାଗଙ୍କ ପୁଅ ପୂର୍ଣ୍ଣ ମାନସିକ ଭାରସାମ୍ୟ ହରେଇ ଘରୁ କେଉଁଆଡେ ଚାଲି ଯାଇଥିଲେ । ଦୀର୍ଘ ୧୫ ବର୍ଷ ପରେ ସେ ତାମିଲନାଡୁର ରାମନାଦମପୁର ଠାରେ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ପରିବାର ଲୋକେ ତାଙ୍କୁ ଯାଇ ସେଠାରୁ ଆଣିବା ପରେ ଗ୍ରାମବାସୀ ସଙ୍କୀର୍ତ୍ତନ ପରିବେଷଣ ପୂର୍ବକ ଏକ ଶୋଭାଯାତ୍ରା ସହକାରେ ସ୍ବାଗତ କରିଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes