୧୫ ଦିନ କାମକଲା ପରେ ପିଇବାପାଣି ପ୍ରକଳ୍ପ ଅଚଳ

ବୌଦ୍ଧ ଜିଲ୍ଲା ସରସରା ଗ୍ରାମରେ ଥିବା ବାବା ବୈଦ୍ୟନାଥ ମନ୍ଦିର ହୁଡ଼ାରେ , ସୁଯ୍ୟରଶ୍ମି ଚାଳିତ ପିଇବା ପାଣି ପ୍ରକଳ୍ପ ମାତ୍ର ୧୫ଦିନ ହେବ କlମକରିବା ପରେ ଅଚଳ ହୋଇଥିବା ଗ୍ରାମବାସୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes