୧୫ କିଲୋ ଭାଙ୍ଗ ଜବତ, ଜଣେ ଗିରଫ

ଗଜପତି ଜିଲ୍ଲାର ମୋହନାରୁ ପୁରୀକୁ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁରରେ ପୁଲିସ ଏକ ଗାଡ଼ିରୁ 15 କିଲୋ ଭାଙ୍ଗ ଜବତ କରି ଜଣଙ୍କୁ ଗିରଫ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes