୧୨୪ ବର୍ଷୀୟା ମହିଳା କଲେ ମତଦାନ

ପଦ୍ମପୁର ବ୍ଳକ ଅନ୍ତର୍ଗତ ଧଁଉରାମୁଣ୍ଡା ଗାଁର ୧୨୪ ବର୍ଷୀୟା ମହିଳା ପଞ୍ଚକୁଲା ସାହୁ ଆଜି ପଦ୍ମପୁର ଉପନିର୍ବାଚନରେ ନିଜର ମତଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes