୧୨ନଂ ୱାର୍ଡରେ ଚାଲିଥିବା କାର୍ଯ୍ୟର ତଦାରଖ କଲେ ପୌରଧ୍ୟକ୍ଷା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ୧୨ ନଂ ୱାର୍ଡରେ ଚାଲିଥିବା ବୁଡ଼ାନାଳର ସଫେଇ କାର୍ଯ୍ୟକ୍ରମ ଓ ନୂତନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ପୌରଧ୍ୟକ୍ଷା ସଂଯୁକ୍ତା ବେହେରା ଓ କାଉନସିଲର ଅର୍ପିତା ମହାରଣା ତଦାରଖ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes