୧୧ ଦିନ ବନ୍ଦ ରହିବ ଭିତରକନିକା

କୁମ୍ଭୀର ଗଣନା ଯୋଗୁଁ ଆସନ୍ତା ୪ରୁ ୧୪ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ।

ରାଜନଗର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes