୧୧୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ ଅବସ୍ଥାରେ ଅଛି: ମନ୍ତ୍ରୀ

ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ୧୧ ହଜାର ୯୨୯ ସ୍କୁଲ ଘର ରହିଥିବା ବେଳେ ସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗୃହରେ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ମରାମତି ପାଇଁ କୁହାଯାଇଛି, ମୋଟ୍ ୭୭ ହଜାର ୯୩୧ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes