୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ, ବଲାଙ୍ଗୀରରେ ୪୧.୮

ରାଜ୍ୟରେ ଆଜି 10 ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ ବଲାଙ୍ଗୀର ସହରରେ ସର୍ବୋଚ୍ଚ ତାପମାତ୍ରା 41.8 ଡିଗ୍ରୀ ରହିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes