୧୦ଲକ୍ଷ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଇନ୍ସପେକ୍ଟର ଧରାପଡ଼ିଲେ

ଜଣେ ବ୍ୟକ୍ତିଙ୍କ ବିରୋଧରେ ଥିବା ଏକ କେଶ ବନ୍ଦ କରାଇବାକୁ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ମୁକେଶ ସାହୁ ନାମକ ବ୍ୟକ୍ତିଙ୍କ ଜରିଆରେ 10 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡିଛନ୍ତି l

ମୁକେଶ ଓ ମାନସୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes