୧୦ମ ଶ୍ରେଣୀ ଛାତ୍ର ରୁପୁଲାଲ ମାର୍ଣ୍ଡି ନିଖୋଜ

ମୟୁରଭଞ୍ଜ କପ୍ତିପଦା ବ୍ଲକ ମିରିଗୋଠଣା ଗ୍ରାମ ଡାକ୍ତର ମାର୍ଣ୍ଡିଙ୍କ ପୁଅ ରୁପୁଲାଲ ମାର୍ଣ୍ଡି ଗତ ମେ’ ୪ ଠାରୁ ନିଖୋଜ ଥିବାରୁ ଆଜି କପ୍ତିପଦା ଥାନରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

୪ତାରିଖ ଦିନ ପାଠ ପଢିବାପାଇଁ ଟ୍ୟୁସନ ଯାଇଥିବାବେଳେ ଆଉ ଘରକୁ ଫେରି ନାହାଁନ୍ତି ରୁପୁଲାଲ । ତେବେ ଖୋଜା ଖୋଜି ପରେ ନମିଳିବାରୁ ଥାନାରେ ଅଭିଯୋଗ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes