ହ୍ରାସ ପାଇଲା ତାପମାତ୍ରା, ୬ ସହର ୪୦ ଡିଗ୍ରୀ ଉପରେ

ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି ଏବଂ ଆଜି ମାତ୍ର 6 ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି l

ବଲାଙ୍ଗୀର ଓ ଟିଟିଲାଗଡ଼ରେ ସର୍ବାଧିକ 41.2 ଡିଗ୍ରୀ ରହିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes