ହୋଲିରେ ବନ୍ଦ ରହିବ ମୋ ବସ୍ ଚଳାଚଳ

ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ୱର ଓ ରାଉକେଲାରେ ମୋ ବସ୍ ଚଳାଚଳ ବନ୍ଦ ରହିବ ।

ହେଲେ ଅପରାହ୍ନରେ ମୋ ବସ୍ ସେବା କାର୍ଯ୍ୟକ୍ଷମ ହେବ । ଏନେଇ CRUT ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes