ହେଁସମୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୂମିପୂଜନ

ତାଳଚେର ବ୍ଲକ ହେଁସମୁଳ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିବା ବେଳେ,ନିର୍ବାଚିତ ପ୍ରତିନିଧି,ଗ୍ରାମବାସୀ ଓ ଖଣି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ l

ନିକଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏମସିଏଲର ଉଚ୍ଚ ପଦାଧିକାରୀଙ୍କ ସହିତ ହୋଇଥିବା ବୈଠକରେ ସାଂସଦ ଓ ବିଧାୟକଙ୍କ ଦୃଢ଼ ପ୍ରତିବାଦ ଫଳରେ କର୍ତ୍ତୃପକ୍ଷ ଏହାର ନିର୍ମାଣ ପାଇଁ ରାଜି ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes