ହୀରାପାଲି ଗାଁରୁ ଜବରଦଖଲ ଉଚ୍ଛେଦ ଦାବି

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ରାଜସ୍ବ ସର୍କଲ ଅଧିନସ୍ଥ ହୀରାପାଲି ଗ୍ରାମବାସୀ ଗ୍ରାମରେ ହୋଇଥିବା ଜବରଦଖଲ ଉଚ୍ଛେଦ ଦାବି କରି ତହସିଲଦାରଙ୍କ ଦ୍ବାରସ୍ଥ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes