ହୀରାକୁଦ ଡ୍ୟାମରେ ଜଳ ସ୍ତର 625 ଫୁଟକୁ ଟପିଲା

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ୬୨୫ ଫୁଟ ଟପିଛି।

ପ୍ରତି ସେକେଣ୍ଡରେ ୭,୮୫,୨୯୧ କ୍ୟୁସେକ ଜଳ ପଶୁଛି ଓ ବାହାରୁଛି ୪.୩୪ ଲକ୍ଷ କ୍ୟୁସେକ ଜଳ । ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version