ହୀରାକୁଦ ଡ୍ୟାମରେ ଖୋଲିଲା ଗେଟ, ବନ୍ୟାଜଳ ନିଷ୍କାସିତ

ହୀରାକୁଦରେ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବା ପରେ ଆଜି ପ୍ରଥମ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି l ପରାମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ 7 ନମ୍ବର ଗେଟ ପ୍ରଥମେ ଖୋଲାଯାଇଥିଲା l

ପରେ ପରେ ଆଉ ଚାରୋଟି ଗେଟ ମଧ୍ୟ ଖୋଲାଯାଇଛି l.

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes