ହୀରାକୁଦକୁ ସେକେଣ୍ଡକୁ ପଶୁଛି 4.73 ଲକ୍ଷ ଘନଫୁଟ ଜଳ

ହୀରାକୁଦ ଡ୍ୟାମକୁ ଆଜି ରାତି 9 ଟା ସୁଦ୍ଧା ସେକେଣ୍ଡକୁ 8 ଲକ୍ଷ 73 ହଜାର ଘନଫୁଟ ଯାକ ପ୍ରବେଶ କରୁଥିବା ବେଳେ 26 ଟି ଗେଟ ଦେଇ 4 ଲକ୍ଷ 53 ହଜାର ଘନଫୁଟ ଜଳ ନିଷ୍କାସିତ ହେଉଥିବା କର୍ତ୍ତୃପକ୍ଷ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version