ହାତୀ କଙ୍କାଳ ମିଳିବା ଘଟଣାରେ ୨ ଫରେଷ୍ଟର ନିଳମ୍ବିତ

ଅନୁଗୁଳ ଜିଲ୍ଲା ସାତକୋଶିଆ ଜିଲିଣ୍ଡା ରେଞ୍ଜରୁ ହାତୀ କଙ୍କାଳ ମିଳିବା ଘଟଣାରେ ଦୁଇ ଫରେଷ୍ଟର ଅନୁପମା ସାହୁ ଓ ସହଦେଵ ସୋରେନ ନିଲମ୍ବିତ ହୋଇଛନ୍ତି।

ଅନୁପମା ବିଟ୍‌ ଏବଂ ସହଦେଵ ସେକ୍ସନ ଫରେଷ୍ଟର ଦାୟିତ୍ବରେ ଥିଲେ।ଉଭୟଙ୍କୁ ନିଲମ୍ବନ କରିଛନ୍ତି ସାତକୋଶିଆ ଡିଏଫଓ ସରୋଜ ପଣ୍ଡା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes