ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ ବନଖଣ୍ଡ ବନ୍ତଳା ମାଗୁରା ଖାଲ‌ ଗାଁର କନକ ସାହୁ ଆଜି ସକାଳୁ ଘର ପାଖକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes