ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଚହଲା ରେଞ୍ଜ ଅଂଚଳରେ ହାତୀପଲ ଆକ୍ରମଣରେ ବନ ସୁରକ୍ଷା କର୍ମଚାରୀ ଗୁରୁତର ହୋଇଛନ୍ତି।

ବାଘ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ ବନ କର୍ମଚାରୀ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes