ହାତୀର ମୃତଦେହ ଠାବ ଘଟଣାରେ ୪ ଜଣ ଶିକାରୀଙ୍କୁ ଗିରଫ

ଗତ ୨୧ରେ ମୟୁରଭଞ୍ଜ ଜିଲ୍ଲା ତାଳବନ୍ଧ ରେଂଜରୁ ହାତୀର ମୃତଦେହ ଠାବ ଘଟଣାରେ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବିଶୋଇ ଥାନା ପୁଲିସ୍‌।

ହାତୀ ଦାନ୍ତ ଜବତ କରି ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡକୁ ହସ୍ତାନ୍ତର କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes